୮ ଶହ ରାଙ୍କରେ ସିଦ୍ଧାନ୍ତ
ଭବାନିପାଟଣା: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳାଫଳରେ କଳାହାଣ୍ଡିର ସିଦ୍ଧାନ୍ତ ବେଶ୍ରା ୮୦୦ ରାଙ୍କ ପାଇଛନ୍ତି। ସଂପ୍ରତି ଟାଟା ଷ୍ଟିଲରେ କାର୍ଯ୍ୟରତ ସିଦ୍ଧାନ୍ତ ଗତବର୍ଷ ମଧ୍ୟ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇ ୮୮୭ ରେଙ୍କ ପାଇଥିଲେ। ସେ କୋକସରା ବ୍ଲକ କାଉଡୋଲା ଗାଁର ଇଂ.ରାଜେନ୍ଦ୍ର ବେଶ୍ରା ଏବଂ ଅଞ୍ଜନା ନାଗଙ୍କ ପୁଅ।