୯ ବର୍ଷରେ ୪ ଥର ଦଳବଦଳ କରିଛନ୍ତି ନୀତୀଶ: ଏବେ ପୁଣି କଳ୍ପନାଜଳ୍ପନା ଜାରି…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ପ୍ରକାଶ ଥାଉକି, ନୀତୀଶ ପୂର୍ବରୁ ଆରଜେଡି ଠାରୁ ତାଙ୍କର ବଢୁଥିବା ଦୂରତା ବିଷୟରେ ସ୍ପଷ୍ଟ ସୂଚନା ଦେଇଥିଲେ। କର୍ପୁରୀ ଠାକୁରଙ୍କ ଜନ୍ମ ବାର୍ଷିକୀରେ ନୀତୀଶ ଏକାକୀ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ସାଙ୍ଗରେ ଯିବାର ଥିଲା। ଏହା ପରେ […] The post ୯ ବର୍ଷରେ ୪ ଥର ଦଳବଦଳ କରିଛନ୍ତି ନୀତୀଶ: ଏବେ ପୁଣି କଳ୍ପନାଜଳ୍ପନା ଜାରି… appeared first on Dharitri Odia News.

୯ ବର୍ଷରେ ୪ ଥର ଦଳବଦଳ କରିଛନ୍ତି ନୀତୀଶ: ଏବେ ପୁଣି କଳ୍ପନାଜଳ୍ପନା ଜାରି…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ପ୍ରକାଶ ଥାଉକି, ନୀତୀଶ ପୂର୍ବରୁ ଆରଜେଡି ଠାରୁ ତାଙ୍କର ବଢୁଥିବା ଦୂରତା ବିଷୟରେ ସ୍ପଷ୍ଟ ସୂଚନା ଦେଇଥିଲେ। କର୍ପୁରୀ ଠାକୁରଙ୍କ ଜନ୍ମ ବାର୍ଷିକୀରେ ନୀତୀଶ ଏକାକୀ ତାଙ୍କ ଘରକୁ ଯାଇଥିଲେ।

କିନ୍ତୁ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ସାଙ୍ଗରେ ଯିବାର ଥିଲା। ଏହା ପରେ ସେ ପରିବାରବାଦକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ।

୯ ବର୍ଷରେ ନୀତୀଶ ୪ ଥର ଦଳବଦଳ କରିଛନ୍ତି । ଏବେ ପୁଣି କ’ଶ ହେବ ସେ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି।

 

The post ୯ ବର୍ଷରେ ୪ ଥର ଦଳବଦଳ କରିଛନ୍ତି ନୀତୀଶ: ଏବେ ପୁଣି କଳ୍ପନାଜଳ୍ପନା ଜାରି… appeared first on Dharitri Odia News.