ୱାଲର୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ୪ ବର୍ଷର ଆଦଭିକ୍
ବାଲିଗୁଡ଼ା,୭ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ୱାଲର୍ଡ ବୁକ୍ ଅଫ୍ ରେକର୍ଡରେ ୪ବର୍ଷର ଶିଶୁ ଆଦଭିକ୍ ପାଢ଼ୀ। ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୂଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀଙ୍କ ସୁପୁତ୍ର ଆଦଭିକ୍ । ସେ ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ନର୍ସରୀରେ ପାଠ ପଢୁଛନ୍ତି। ଆଦଭିକ୍ ୧ମିନିଟ୍ ୪୩ ସେକେଣ୍ଡରେ ଫଟାଫଟ୍ ୧୦୦ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ କରିଛନ୍ତି। […] The post ୱାଲର୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ୪ ବର୍ଷର ଆଦଭିକ୍ appeared first on Dharitri Odia News.
ବାଲିଗୁଡ଼ା,୭ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ୱାଲର୍ଡ ବୁକ୍ ଅଫ୍ ରେକର୍ଡରେ ୪ବର୍ଷର ଶିଶୁ ଆଦଭିକ୍ ପାଢ଼ୀ। ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୂଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀଙ୍କ ସୁପୁତ୍ର ଆଦଭିକ୍ । ସେ ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ନର୍ସରୀରେ ପାଠ ପଢୁଛନ୍ତି। ଆଦଭିକ୍ ୧ମିନିଟ୍ ୪୩ ସେକେଣ୍ଡରେ ଫଟାଫଟ୍ ୧୦୦ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ନିଜକୁ ସ୍ଥାନିତ କରିଥିଲେ। ବିସ୍ମୟ କୁନି ବାଳକଙ୍କୁ ସବୁଆଡୁ ପ୍ରଶଂସାର ସୂଅ ଛୁଟୁଛି। ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଆଦଭିକ୍ ଏବଂ ତାଙ୍କ ପିତା ମାତାଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଶିକ୍ଷୟିତ୍ରୀ ଶିକ୍ଷକ ସମ୍ବର୍ଦ୍ଧିତ କରିଛନ୍ତି।
The post ୱାଲର୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ୪ ବର୍ଷର ଆଦଭିକ୍ appeared first on Dharitri Odia News.