ଅଟୋ- ବାଇକ୍ ଧକ୍କା,  ଜଣେ ଗୁରୁତର 

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି – ଉଖୁଣ୍ଡା ରାସ୍ତାର ଭଅଁରପୁର ନିକଟରେ ଏକ ବାଇକ୍ ସହ ଅଟୋର ଧକ୍କା ହୋଇଛି। ଆଜି ଅପରାହ୍ନରେ ଏହି ଦୁର୍ଘଟଣାରେ ଯମୁନାପଶି ଗ୍ରାମର ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ତାଙ୍କୁ ରୋଗୀଯାନ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।  