କଣାସ ଯିବ ବିଜେଡିର ତିନି ଜଣିଆ ଟିମ୍

ନନ୍ଦିଘୋଷ ବ୍ୟୁରୋ: ସେପଟେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ଅଞ୍ଚଳରେ ବ୍ୟାପିଥିବା ହଇଜାର କାରଣ ଜାଣିବା ପାଇଁ ବିଜେଡି ଏକ... The post କଣାସ ଯିବ ବିଜେଡିର ତିନି ଜଣିଆ ଟିମ୍ appeared first on .

କଣାସ ଯିବ ବିଜେଡିର ତିନି ଜଣିଆ ଟିମ୍

ନନ୍ଦିଘୋଷ ବ୍ୟୁରୋ: ସେପଟେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ଅଞ୍ଚଳରେ ବ୍ୟାପିଥିବା ହଇଜାର କାରଣ ଜାଣିବା ପାଇଁ ବିଜେଡି ଏକ ଟିମ୍ ଗଠନ କରିଛି। ବିଧାୟକ ଅରୁଣ ସାହୁ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଓ ଡକ୍ଟର ସଞ୍ଜୟ ଦାସଙ୍କୁ ନେଇ ଏକ ୩ ଜଣିଆ ଟିମ୍ ଗଠନ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ଗଠନ ହୋଇଛି। ଏହି ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ। ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

The post କଣାସ ଯିବ ବିଜେଡିର ତିନି ଜଣିଆ ଟିମ୍ appeared first on .