କମ୍ବିଂବେଳେ ଆଇଡି ବିସ୍ଫୋରଣ: ୨ ଯବାନ ଶହୀଦ, ୪ଆହତ
ମାଲକାନଗିରି,୧୮।୭( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ତରେମ ଥାନାରେ ହୋଇଛି। ଜଙ୍ଗଲରେ ଯବାନମାନଙ୍କ ତରଫରୁ ମାଓ ବିରୋଧୀ ଅପରେଶନ କରୁଥିବା ସମୟରେ ମାଓବାଦୀଙ୍କ ଦ୍ୱାରା ଲଗା ହୋଇଥିବା ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ୬ଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ୨ଜଣ ଶହୀଦ ହୋଇଛନ୍ତି। ସୂଚନାଥାଉ କି, ତରେମ ଥାନା ଅନ୍ତର୍ଗତ ଜଙ୍ଗଲରେ ଯବାନମାନଙ୍କ ତରଫରୁ ମାଓ […] The post କମ୍ବିଂବେଳେ ଆଇଡି ବିସ୍ଫୋରଣ: ୨ ଯବାନ ଶହୀଦ, ୪ଆହତ appeared first on Dharitri Odia News.
ମାଲକାନଗିରି,୧୮।୭( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ତରେମ ଥାନାରେ ହୋଇଛି। ଜଙ୍ଗଲରେ ଯବାନମାନଙ୍କ ତରଫରୁ ମାଓ ବିରୋଧୀ ଅପରେଶନ କରୁଥିବା ସମୟରେ ମାଓବାଦୀଙ୍କ ଦ୍ୱାରା ଲଗା ହୋଇଥିବା ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ୬ଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ୨ଜଣ ଶହୀଦ ହୋଇଛନ୍ତି।
ସୂଚନାଥାଉ କି, ତରେମ ଥାନା ଅନ୍ତର୍ଗତ ଜଙ୍ଗଲରେ ଯବାନମାନଙ୍କ ତରଫରୁ ମାଓ ବିରୋଧୀ ଅପରେଶନ କରୁଥିବା ସମୟରେ ମାଓବାଦୀଙ୍କ ଦ୍ୱାରା ଲଗା ହୋଇଥିବା ଆଇଡି ବିସ୍ଫୋରଣ ହୋଇଥିଲା । ତେବେ ଆହତ ଯବାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ନିଆଯାଇଛି । ବର୍ତ୍ତମାନ ମଧ୍ୟ ସିଆରପିଏଫ , ଏଷ୍ଟିଏଫ ଓ ଡିଆରଜି ଯବାନମାନଙ୍କ ଦ୍ୱାରା ସେହି ଅଞ୍ଚଳରେ କୁମିଙ୍ଗ କରାଯାଉଥିବା ସୂଚନା ମିଳିଛି ।
The post କମ୍ବିଂବେଳେ ଆଇଡି ବିସ୍ଫୋରଣ: ୨ ଯବାନ ଶହୀଦ, ୪ଆହତ appeared first on Dharitri Odia News.