ଦେଶୀ ମଦ ପିଇ ୭ ଅସୁସ୍ଥ
ଦିଗପହଣ୍ଡି : ଦେଶୀ ମଦ ପିଇ ୭ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ଅସୁସ୍ଥ କରବାଲୁଆ ଗାଁର ବୋଲି ଜଣାପଡିଛି । ସନ୍ଧ୍ୟାରେ ଏକାଠି ହୋଇ ମାଉନ୍ଦପୁର ଭାଟିକୁ ଯାଇ ମଦ୍ୟପାନ କରିଥିଲେ । ଏହାପରେ ଧିରେ ଧିରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ଚିକିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।