ନିୟମିତ ଯାଞ୍ଚ ହେବ ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ, ଜାରି ହେଲା ନିର୍ଦ୍ଦେଶାନାମା

ଭୁବନେଶ୍ୱର : ନିୟମିତ ଯାଞ୍ଚ ହେବ ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ । ରାଜ୍ୟର ସମସ୍ତ ସ୍କୁଲ ବସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ ଅନୁପାଳନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶାନାମା ଜାରି କରିଛି । ନିର୍ଦ୍ଦେଶନାମା ଅନୁଯାୟୀ ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ନିୟମିତ ଯାଞ୍ଚ ହେବ । ଏଥିରେ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି […] The post ନିୟମିତ ଯାଞ୍ଚ ହେବ ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ, ଜାରି ହେଲା ନିର୍ଦ୍ଦେଶାନାମା appeared first on KNews Odisha.

ନିୟମିତ ଯାଞ୍ଚ ହେବ ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ, ଜାରି ହେଲା ନିର୍ଦ୍ଦେଶାନାମା
bus

ଭୁବନେଶ୍ୱର : ନିୟମିତ ଯାଞ୍ଚ ହେବ ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ । ରାଜ୍ୟର ସମସ୍ତ ସ୍କୁଲ ବସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ ଅନୁପାଳନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶାନାମା ଜାରି କରିଛି । ନିର୍ଦ୍ଦେଶନାମା ଅନୁଯାୟୀ ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ନିୟମିତ ଯାଞ୍ଚ ହେବ । ଏଥିରେ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର । ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆବଶ୍ୟକ ଭାବେ ଲାଗୁ କରିବାକୁ ବାଧ୍ୟତାମୂଳକ ନିୟମ ରହିଛି । ବସରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି ।

The post ନିୟମିତ ଯାଞ୍ଚ ହେବ ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ, ଜାରି ହେଲା ନିର୍ଦ୍ଦେଶାନାମା appeared first on KNews Odisha.