ବହୁ ଚର୍ଚ୍ଚିତ ରେମୁଣା ଗୁଳିକାଣ୍ଡର ପର୍ଦାଫାଶ, ଅଭିଯୁକ୍ତକୁ ଟେକି ଆଣିଲା ପୋଲିସ, ଏଥର କହିବ ସବୁ ସତ
ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ବାମପଦା ରେଲୱେ ଷ୍ଟେସନ ନିକଟରେ ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶିଘ୍ର ଗିରଫ କରାଯିବ ବୋଲି ବାଲେଶ୍ବର ଏସପି ରାଜ ପ୍ରସାଦ ଜିଲ୍ଲା ପୋଲିସ କାର୍ଯ୍ୟ