ବିଜେଡିକୁ ଘାରିଛି ଭୟ, ଏକ୍ଜିଟ୍ ପୋଲକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ୍, କହିଲେ…
ଭୁବନେଶ୍ୱର,୩।୬: ଶନିବାର ନିର୍ବାଚନ ଶେଷ ହେବା ପରେ ମଙ୍ଗଳବାର ଆସିବ ଫଳାଫଳ। ତେବେ ଓଡ଼ିଶାର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ଜିତିବାକୁ ନେଇ ଆଶା ପ୍ରକଟ କରିଛନ୍ତି। ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସଂସ୍ଥାଗୁଡିକ ଦ୍ୱାରା ଜାରି ଏକ୍ଜିଟ୍ ପୋଲ ରିପୋର୍ଟ ବିଜେଡିର ଚିନ୍ତା ବଢାଇଛି । ଏହି ସମୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିଛନ୍ତି। ଏହି ଆଲୋଚନାବେଳେ ଏକ୍ଜିଟ୍ […] The post ବିଜେଡିକୁ ଘାରିଛି ଭୟ, ଏକ୍ଜିଟ୍ ପୋଲକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ୍, କହିଲେ… appeared first on Dharitri Odia News.
ଭୁବନେଶ୍ୱର,୩।୬: ଶନିବାର ନିର୍ବାଚନ ଶେଷ ହେବା ପରେ ମଙ୍ଗଳବାର ଆସିବ ଫଳାଫଳ। ତେବେ ଓଡ଼ିଶାର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ଜିତିବାକୁ ନେଇ ଆଶା ପ୍ରକଟ କରିଛନ୍ତି। ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସଂସ୍ଥାଗୁଡିକ ଦ୍ୱାରା ଜାରି ଏକ୍ଜିଟ୍ ପୋଲ ରିପୋର୍ଟ ବିଜେଡିର ଚିନ୍ତା ବଢାଇଛି । ଏହି ସମୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିଛନ୍ତି। ଏହି ଆଲୋଚନାବେଳେ ଏକ୍ଜିଟ୍ ପୋଲ ରିପୋର୍ଟକୁ ବିଶ୍ୱାସ ନ କରିବା ପାଇଁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେବା ସହ ବିଜେଡି ଅତିକମରେ ୧୧୦ ବିଧାନସଭା ଆସନ ଜିତିବ ବୋଲି ପାଣ୍ଡିଆନ ଭରସା ଦେଇଥିବା ଜଣାପଡିଛି।
The post ବିଜେଡିକୁ ଘାରିଛି ଭୟ, ଏକ୍ଜିଟ୍ ପୋଲକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ୍, କହିଲେ… appeared first on Dharitri Odia News.