ବ୍ୟବସାୟରେ ମଧ୍ୟମ ଫଳ ମିଳିବ, କର୍ମ କ୍ଷେତ୍ରରେ ଲାଭବାନ ହେବେ
ମେଷ- ଦିନଟିରେ ବିଶ୍ରାମ କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ମିଶ୍ର ଫଳ ଦେବ। ବ୍ୟବସାୟ ମଧ୍ୟମ ଫଳ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଲାଭବାନ ହେବେ ।ବୃଷ- ଶରୀର ପୀଡ଼ା ପରି ସମସ୍ୟା ଦେଖା ଦେଇପାରେ। ଏକାଗ୍ରତାର ଅଭାବ ରହିବ। ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । ଅଳସୁଆର ଅନୁଭବ ଅଧିକ ହେବ ଏବଂ କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।ମିଥୁନ- ଭୋଗ ବିଳାସ ପାଇଁ ଦିନଟି ଉତ୍ତମ ରହିଛି। ଆମୋଦ ପ୍ରମୋଦ ଲାଗି ରହିବ। ଟଙ୍କା ସହ ଜଡିତ କିଛି ବିପଦକୁ ଏଡାନ୍ତୁ, ନଚେତ୍ ଏହା ଏକ ବିପର୍ଯ୍ୟୟ ହୋଇପାରେ। ଅଭିଳାଷ ବୃଦ୍ଧି ପାଇବ, କିନ୍ତୁ ସେହି ଅନୁଯାୟୀ ଫଳାଫଳ ପାଇବାକୁ ସମୟ ଲାଗିବ ।କର୍କଟ- ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ବିଦ୍ୟାର୍ଥୀମାନେ ମନୋରଞ୍ଜନ କରି ସମୟ ଅତିବାହିତ କରିବେ | ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ, କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ ।ସିଂହ- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ। କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ । ବିଦ୍ୟାର୍ଥୀମାନେ ସକାରାତ୍ମକ ଚିନ୍ତାଧାରାରେ ରହିବେ। କନ୍ୟା- ପରିବାରରେ ସୁଖ ସମ୍ବାଦ ମିଳିବ। କର୍ମକ୍ଷେତ୍ରରେ ଧନ ପ୍ରାପ୍ତିର ଯୋଗ ରହିଛି। ରୀତିନୀତିରେ ବ୍ୟସ୍ତ ରହିବେ ଏବଂ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇପାରନ୍ତି ।
ମେଷ- ଦିନଟିରେ ବିଶ୍ରାମ କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ମିଶ୍ର ଫଳ ଦେବ। ବ୍ୟବସାୟ ମଧ୍ୟମ ଫଳ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଲାଭବାନ ହେବେ ।
ବୃଷ- ଶରୀର ପୀଡ଼ା ପରି ସମସ୍ୟା ଦେଖା ଦେଇପାରେ। ଏକାଗ୍ରତାର ଅଭାବ ରହିବ। ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । ଅଳସୁଆର ଅନୁଭବ ଅଧିକ ହେବ ଏବଂ କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।
ମିଥୁନ- ଭୋଗ ବିଳାସ ପାଇଁ ଦିନଟି ଉତ୍ତମ ରହିଛି। ଆମୋଦ ପ୍ରମୋଦ ଲାଗି ରହିବ। ଟଙ୍କା ସହ ଜଡିତ କିଛି ବିପଦକୁ ଏଡାନ୍ତୁ, ନଚେତ୍ ଏହା ଏକ ବିପର୍ଯ୍ୟୟ ହୋଇପାରେ। ଅଭିଳାଷ ବୃଦ୍ଧି ପାଇବ, କିନ୍ତୁ ସେହି ଅନୁଯାୟୀ ଫଳାଫଳ ପାଇବାକୁ ସମୟ ଲାଗିବ ।
କର୍କଟ- ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ବିଦ୍ୟାର୍ଥୀମାନେ ମନୋରଞ୍ଜନ କରି ସମୟ ଅତିବାହିତ କରିବେ | ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ, କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ ।
ସିଂହ- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ। କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ । ବିଦ୍ୟାର୍ଥୀମାନେ ସକାରାତ୍ମକ ଚିନ୍ତାଧାରାରେ ରହିବେ।
କନ୍ୟା- ପରିବାରରେ ସୁଖ ସମ୍ବାଦ ମିଳିବ। କର୍ମକ୍ଷେତ୍ରରେ ଧନ ପ୍ରାପ୍ତିର ଯୋଗ ରହିଛି। ରୀତିନୀତିରେ ବ୍ୟସ୍ତ ରହିବେ ଏବଂ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ଆପଣଙ୍କ ଆଚରଣରେ ପରିବର୍ତ୍ତନ ଆଣନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ମନୋଭାବ ରଖନ୍ତୁ ।
ତୁଳା- ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯୋଗ୍ୟତା ବୃଦ୍ଧି ହେବ ଏବଂ କ୍ୟାରିୟର ସମ୍ବନ୍ଧରେ ନୂତନ ଆଶା ସୃଷ୍ଟି ହେବ। ନୂଆ ଚାକିରି ପାଇଁ ଆବେଦନ କରିଥିଲେ ଭଲ ଖବର ମିଳିପାରେ।
ବିଛା- ମନ ସାଧାରଣତଃ ଅଶାନ୍ତ ରହିବ। ଅପରାହ୍ନରେ ଅଙ୍ଗରେ ଯନ୍ତ୍ରଣା ବଢିପାରେ। ପରିବାରରେ କିଛି ପ୍ରସଙ୍ଗରେ ସାମାନ୍ୟ ମତଭେଦ ହେବ, କିନ୍ତୁ ଏହା ଠିକ ସମୟରେ ସମାଧାନ ହେବ। ଆର୍ଥିକ ର୍କ୍ଷେତ୍ରରେ ଲାଭ ହେବ ।
ଧନୁ- ମାନସିକ ସ୍ଥିତି ଠିକ୍ ରହିବ। ସମୟର ଅଧିକ ଅପବ୍ୟବହାର ହେବ । କିନ୍ତୁ ଆପଣ ଅଧିକ କିଛି କରିବାକୁ ସମର୍ଥ ହେବେ ନାହିଁ। ପିଲାମାନଙ୍କଠାରୁ କିଛି ବିଷୟରେ ଖୁସି ହେବ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀମାନେ ଯଥେଷ୍ଟ ଲାଭବାନ ହେବେ ।
ମକର- ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ଜୀବନ ସାଥୀଙ୍କ ପ୍ରତି ଆକର୍ଷଣର ଭାବନା ବୃଦ୍ଧି ପାଇବ ଏବଂ ସେମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ବ୍ୟବସାୟରେ ଆୟର ପରିମାଣ କମ ରହିବ । ବିଦ୍ୟାର୍ଥୀମାନେ ଅମନଯୋଗି ହେବେ ।
କୁମ୍ଭ- ବହୁ କଷ୍ଟରେ ଅର୍ଥ ଉପାର୍ଜନ ହେବ। ଅନେକ ନୂତନ ଚିନ୍ତାଧାରା ମନରେ ପ୍ରବେଶ କରିବ ଏବଂ ଆପଣ ମଧ୍ୟ ସେମାନଙ୍କ ଉପରେ ଆଗକୁ ବଢ଼ାଇବାକୁ ଚିନ୍ତା କରିବେ। ନୂତନ କର୍ମସଂସ୍ଥାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି ।
ମୀନ- ଅଧିକ ପରିଶ୍ରମ ଯୋଗୁଁ ଦେହ କଷ୍ଟ ହେବ। ପିଲାମାନଙ୍କ ପାଇଁ ଦିନଟି ବହୁତ ଭଲ ଏବଂ ସେମାନଙ୍କ ପାଇଁ କିଛି ନୂଆ କରିବାର କଳ୍ପନା ମଧ୍ୟ ମନକୁ ଆସିବ। ଘରେ ପରିବେଶ ସକରାତ୍ମକ ହେବ ଏବଂ ଆପଣ ମଧ୍ୟ ଆପଣଙ୍କ ଚାରିପାଖରେ ଶାନ୍ତି ଅନୁଭବ କରିବେ ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ -8249826682