ମାଓ ଦମନ ନେଇ ବଡ଼ ଅଭିଯାନ:୧୨ ମାଓବାଦୀ ନିପାତ

ଛତିଶଗଡ଼:ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ମାଓ ଦମନରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଛତିଶଗଡ଼ରେ ଏନ୍‌କାଉଣ୍ଟରରେ ଟଳିଲେ ୧୨ ମାଓବାଦୀ।ବିଜାପୁର ଓ ସୁକମା ଜିଲ୍ଲାରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି।ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ଆକ୍ରମଣ ହେବା ପରେ ସୁରକ୍ଷାବଳ ତରଫରୁ ପାଲଟା ଜବାବ ଦିଆଯାଇଥିଲା। ଏଵେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ସହ ଗୁଳି ବିନିମୟ ଜାରି ରହିଛି। ପୁରା ଅଂଚଳକୁ କର୍ଡ଼ନ କରି ସର୍ଚ୍ଚ ଅପେରସନ କରୁଛନ୍ତି ସୁରକ୍ଷାକର୍ମୀ।