ସେନା ମେଜର ତିଆରିଛନ୍ତି ଏପରି ଉପକରଣ,ଯାହା ଏକ ସଙ୍ଗରେ କରିପାରିବ ଅନେକ ଠିକଣାକୁ ଟାର୍ଗେଟ୍, ଦେଖନ୍ତୁ Video

ନୂଆଦିଲ୍ଲୀ ୧୯।୩: ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ସେନାର ଜନୈକ ମେଜର ଏକ ଏପରି ଉପକରଣ (ଡିଭାଇସ୍) ତିଆରିଛନ୍ତି ଯେଉଁଥିରେ ଏକ ସଙ୍ଗରେ ଅନେକ ଠିକଣାକୁ ଟାର୍ଗେଟ୍ କରାଯାଇପାରୁଛି। ଏହା ସହାୟତାରେ ସେନା ଜବାନଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇପାରୁଛି। ମେଜରଙ୍କ ଏହି ଆବିଷ୍କାରକୁ ପେଟେଣ୍ଟ ମଧ୍ୟ ମିଳିଛି। ଏ ନେଇ ଭାରତୀୟ ସେନା ଏକ ବୟାନ ଜାରି କରିଥିବା ବେଳେ ଏହାକୁ ଏକ ଉପଲବ୍ଧି ବୋଲି କହିଛି। #WATCH | Indian Army achieved yet another milestone with a patent granted for the Innovation "Portable Multi Target Detonation Device (WEDC)", developed by Major Rajprasad RS of the Corps of Engineers. The innovation, which enables troops to undertake demolition at long range… pic.twitter.com/NYWBhnLBFs— ANI (@ANI) March 19, 2024ଭାରତୀୟ ସେନା ବୟାନରେ କହିଛି ଯେ ସେନାର କର୍ପସ ଅଫ ଇଞ୍ଜିନିୟର୍ସର ମେଜର ରାଜ ପ୍ରସାଦ ଆର.ଏସ୍ ଏପରି ଏକ ଡିଭାଇସ ତିଆରି କରିଛନ୍ତି ଯାହା ଦ୍ୱାରା ଏକ ସଙ୍ଗରେ ଅନେକ ଲକ୍ଷକୁ ଧ୍ୱଂସ କରାଯାଇ ପାରୁଛି। ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ଏହି ୱେରଲେସ୍ ଡିଭାଇସରେ ଦୂରରୁ ଟାର୍ଗେଟ୍ କୁ ଧ୍ୱଂସ କରାଯାଇପାରୁଛି। ଏହା ଦ୍ୱାରା ସୈନିକଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇପାରୁଛି। ଏହି ଡିଭାଇସକୁ ପୋର୍ଟେବଲ ମ

ସେନା ମେଜର ତିଆରିଛନ୍ତି ଏପରି ଉପକରଣ,ଯାହା ଏକ ସଙ୍ଗରେ କରିପାରିବ ଅନେକ ଠିକଣାକୁ ଟାର୍ଗେଟ୍, ଦେଖନ୍ତୁ Video

ନୂଆଦିଲ୍ଲୀ ୧୯।୩: ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ସେନାର ଜନୈକ ମେଜର ଏକ ଏପରି ଉପକରଣ (ଡିଭାଇସ୍) ତିଆରିଛନ୍ତି ଯେଉଁଥିରେ ଏକ ସଙ୍ଗରେ ଅନେକ ଠିକଣାକୁ ଟାର୍ଗେଟ୍ କରାଯାଇପାରୁଛି। ଏହା ସହାୟତାରେ ସେନା ଜବାନଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇପାରୁଛି। ମେଜରଙ୍କ ଏହି ଆବିଷ୍କାରକୁ ପେଟେଣ୍ଟ ମଧ୍ୟ ମିଳିଛି। ଏ ନେଇ ଭାରତୀୟ ସେନା ଏକ ବୟାନ ଜାରି କରିଥିବା ବେଳେ ଏହାକୁ ଏକ ଉପଲବ୍ଧି ବୋଲି କହିଛି। 


ଭାରତୀୟ ସେନା ବୟାନରେ କହିଛି ଯେ ସେନାର କର୍ପସ ଅଫ ଇଞ୍ଜିନିୟର୍ସର ମେଜର ରାଜ ପ୍ରସାଦ ଆର.ଏସ୍ ଏପରି ଏକ ଡିଭାଇସ ତିଆରି କରିଛନ୍ତି ଯାହା ଦ୍ୱାରା ଏକ ସଙ୍ଗରେ ଅନେକ ଲକ୍ଷକୁ ଧ୍ୱଂସ କରାଯାଇ ପାରୁଛି। ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ଏହି ୱେରଲେସ୍ ଡିଭାଇସରେ ଦୂରରୁ ଟାର୍ଗେଟ୍ କୁ ଧ୍ୱଂସ କରାଯାଇପାରୁଛି। ଏହା ଦ୍ୱାରା ସୈନିକଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇପାରୁଛି। ଏହି ଡିଭାଇସକୁ ପୋର୍ଟେବଲ ମଲ୍ଟି ଟାର୍ଗେଟ୍ ଡିଟୋନେସନ ଡିଭାଇସ ନାମକରଣ କରାଯାଇଛି। ଏହି ଡିଭାଇସକୁ ପେଟେଣ୍ଟ ମିଳିବା ପରେ ଏହାକୁ ସେନାରେ ସାମିଲ କରିଦିଆଯାଇଛି। 

ଏନଏଚଏଆଇ ବାୟୁସେନା ମାର୍ଗଦର୍ଶନ ଅନୁସାରେ ୪.୧ କିଲୋମିଟର ଦୀର୍ଘ ୩୩ ମିଟର ଚୌଡାର ଏକ ଏୟାରଷ୍ଟ୍ରିପ୍ ନିର୍ମାଣ କରିଛନ୍ତି। ଏହି ଇଏଲଏଫ ସହାୟତାରେ ଜରୁରୀକାଳୀନ ପରିସ୍ଥିତିରେ ବିମାନ ସଞ୍ଚାଳନର କ୍ଷମତା ବଢିବ ଓ ଦୂରଦୂରାନ୍ତ ଦୂର୍ଗମ ଅଞ୍ଚଳକୁ ମାନବୀୟ ସହାୟତା ମଧ୍ୟ ମିଳିପାରିବ। ବାୟୁସେନା ଅଧିକାରୀ କହିଛନ୍ତି ଯେ ବାୟୁସେନା ଯୁଦ୍ଧବିମାନ ସୁଖୋଇ-୩୦, ହକ୍ ଫାଇଟର୍ସ, ପରିବହନ ବିମାନ ଏନ-୩୨ ଓ ଡର୍ଣ୍ଣିୟର ବିମାନ ସଫଳତା ପୂର୍ବକ ଅବତରଣ କରିବା ସହ ପରେ ସେଠାରୁ ଉଡାଣ କରିଛନ୍ତି।