ସ୍କୁଲରେ ଅଘଟଣ,ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା : ସ୍କୁଲରେ ଘଟିଲା ଅଗ୍ନିକାଣ୍ଡ I ଅଳ୍ପକେ ବର୍ତ୍ତିିଗଲେ ଛାତ୍ରଛାତ୍ରୀ ଓ ରୋଷେୟା । ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଗ୍ୟାସ ଲିକ କରି ନିଆଁ ଲାଗିଯାଇଥିଲା । ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାଙ୍କରପୁର ପ୍ରାଥମିକ ବିଦ୍ୟାଳୟରେ I ଏହାଦେଖି ତତକ୍ଷଣାତ ପିଲାମାନଙ୍କୁ ବାହାରକୁ ନିଆଯାଇଥିଲା I ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା । ହେଲେ ନିଆଁରେ ସ୍କୁଲ ରୋଷେଇ […]

ସ୍କୁଲରେ ଅଘଟଣ,ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ
ସ୍କୁଲରେ ଅଘଟଣ,ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା : ସ୍କୁଲରେ ଘଟିଲା ଅଗ୍ନିକାଣ୍ଡ I ଅଳ୍ପକେ ବର୍ତ୍ତିିଗଲେ ଛାତ୍ରଛାତ୍ରୀ ଓ ରୋଷେୟା । ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଗ୍ୟାସ ଲିକ କରି ନିଆଁ ଲାଗିଯାଇଥିଲା । ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାଙ୍କରପୁର ପ୍ରାଥମିକ ବିଦ୍ୟାଳୟରେ I ଏହାଦେଖି ତତକ୍ଷଣାତ ପିଲାମାନଙ୍କୁ ବାହାରକୁ ନିଆଯାଇଥିଲା I ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା । ହେଲେ ନିଆଁରେ ସ୍କୁଲ ରୋଷେଇ ଘରର ଜିନିଷ ଜଳିଯାଇଛି ।