ହୁମ୍ମା ଶୁଖୁଆ ହାଟ ପଡ଼ିଆ ବଞ୍ଚାଇବାକୁ, ବ୍ୟବସାୟୀ ଓ ପଞ୍ଚାୟତବାସୀ ଏକାଠି। Panchu Dola Jatra, Huma Hata Padia
ହୁମ୍ମା ଶୁଖୁଆ ହାଟ ପଡ଼ିଆ ବଞ୍ଚାଇବାକୁ, ବ୍ୟବସାୟୀ ଓ ପଞ୍ଚାୟତବାସୀ ଏକାଠି। ଗଞ୍ଜାମ ବ୍ଲକ ପାଞ୍ଚୋଟି ପଞ୍ଚାୟତର ଆଠଟି ଗାଁର ମୁଖିଆଙ୍କୁ ନେଇ ହୁମ୍ମା ଠାରେ ବୈଠକ। ସରକାରଙ୍କ ନୀତିନିୟମକୁ ଉଲ୍ଲଂଘନ କରି ମତ୍ସ୍ୟ ବିଭାଗ ନାମରେ ହୋଇଛି ହୁମ୍ମା