୫ଟି ଯୁଦ୍ଧ ବିମାନ ଧ୍ୱଂସ

ଭାରତ ଓ ପାକିସ୍ତାନ ଯୁଦ୍ଧରେ ଖସାଯାଇଥିଲା ୫ଟି ଜେଟ୍। ସାମରିକ ସଂଘର୍ଷରେ ନଷ୍ଟ ହୋଇଥିଲା ଲଢ଼ୁଆ ବିମାନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ।

୫ଟି ଯୁଦ୍ଧ ବିମାନ ଧ୍ୱଂସ
Array