10 Lakh Bribery Case: 'ମୋ ସହ ଷଡ଼ଯନ୍ତ୍ର ହୋଇଛି, ସମୟ ଆସିଲେ ସତ ସାମ୍ନାକୁ ଆସିବ'

ଜେଲରୁ ବାହାରିବା ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଗ୍ରୁପ୍ ଜେନରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ସହ ଷଡ଼ଯନ୍ତ୍ର ହୋଇଛି । ସମୟ ଆସିଲେ ସତ ସାମ୍ନାକୁ ଆସିବ ।

10 Lakh Bribery Case: 'ମୋ ସହ ଷଡ଼ଯନ୍ତ୍ର ହୋଇଛି, ସମୟ ଆସିଲେ ସତ ସାମ୍ନାକୁ ଆସିବ'
Array