10,000 ମଧ୍ୟରୁ ଯୋଗ୍ୟ ହେଉଛନ୍ତି କଂଗ୍ରେସ ନେତା

ଏତେ ସବୁ ଆଶାୟୀ ଥାଇ ମଧ୍ୟ ବିଜେଡିକୁ କଂଗ୍ରେସ ଏବଂ ବିଜେପିରୁ ନେତାଙ୍କୁ ଟାଣିବାରୁ ପଡୁଛି।

10,000 ମଧ୍ୟରୁ ଯୋଗ୍ୟ ହେଉଛନ୍ତି କଂଗ୍ରେସ ନେତା

ବିଜେଡିରେ ଆଶାୟୀ ଅତି ପ୍ରବଳ। ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁଯାୟୀ ବିଜେଡିରେ 10 ହଜାର ଆଶାୟୀ ଅଛନ୍ତି। ଏମିତି ଦେଖିବାକୁ ଗଲେ ହାରାହାରି ବିଜେଡିର ପ୍ରତି ନିର୍ବାଚନ ମଣ୍ଡଳିରେ ଦଳର ପ୍ରାୟ 10 ରୁ 20 ଜଣ ଆଶାୟୀ ଅଛନ୍ତି। ଏତେ ସବୁ ଆଶାୟୀ ଥାଇ ମଧ୍ୟ ବିଜେଡିକୁ କଂଗ୍ରେସ ଏବଂ ବିଜେପିରୁ ନେତାଙ୍କୁ ଟାଣିବାରୁ ପଡୁଛି। ଦେଖନ୍ତୁ ପୂରା ରିପୋର୍ଟ।