15 ବର୍ଷର ବନ୍ଧୁତାର ପୂର୍ଣ୍ଣଛେଦ ଟାଣିଲା ବନ୍ଧୁ , ସାମାନ୍ୟ ଯୁକ୍ତିତର୍କ ପାଇଁ ବନ୍ଧୁକୁ ପଥରରେ ଛେଚି ହତ୍ୟା କଲା
୧୫ ବର୍ଷର ବନ୍ଧୁତାର ପୂର୍ଣ୍ଣଛେଦ ଟାଣି ବନ୍ଧୁ ନେଲା ବନ୍ଧୁର ଜୀବନ | ଆଉ ହତ୍ୟାକୁ ଭିନ୍ନ ରୂପ ଦେବାକୁ ଯାଇ ଟ୍ରେନ ଲାଇନରେ ନେଇ ଶୁଆଇଦେଲା ଶବକୁ | ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡର ପରଦା ଫାସ କରିଛି ପୁଲିସ