1971 Indo-Pak War Hero: ପାକିସ୍ତାନର ୯୦ ହଜାର ସୈନିକଙ୍କୁ ଆଣ୍ଠେଇ ଦେଇଥିବା ଜଣେ ପରାକ୍ରମୀ ଭାରତୀୟଙ୍କ କାହାଣୀ

ଶେଷରେ ୧୬ ଡିସେମ୍ବର ୧୯୭୧ରେ ଢାକାରେ ଆତ୍ମସମର୍ପଣ କରିବାର ନିଷ୍ପତ୍ତି ନିଆଯାଇଥିଲା । ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ ସିଂହ ଆରୋରାଙ୍କ ସହିତ ପ୍ରାୟ ତିନି ହଜାର ଭାରତୀୟ ଯବାନ ଢାକାରେ ଥିଲେ। ପାକିସ୍ତାନୀ କମାଣ୍ଡର ନିଆଜିଙ୍କ ସହିତ କ୍ଳାନ୍ତ ପାକିସ୍ତାନୀ ସୈନିକମାନେ ଥିଲେ। ଜେନେରାଲ ନିଆଜି ତାଙ୍କର ୯୩,୦୦୦ ସୈନିକଙ୍କ ସହିତ ଭାରତ ନିକଟରେ ଆତ୍ମସମର୍ପଣ ପତ୍ରରେ ସ୍ୱାକ୍ଷର କଲେ।

1971 Indo-Pak War Hero: ପାକିସ୍ତାନର ୯୦ ହଜାର ସୈନିକଙ୍କୁ ଆଣ୍ଠେଇ ଦେଇଥିବା ଜଣେ ପରାକ୍ରମୀ ଭାରତୀୟଙ୍କ କାହାଣୀ
Array