Pakistani Crew Sensation: ପାରାଦୀପରେ ୨୧ ପାକିସ୍ତାନୀ ନାଗରିକ, ସମୁଦ୍ର ଭିତରେ ଲଙ୍ଗର ପକାଇଛି ତୈଳବାହୀ ଭେସେଲ୍

ପାରାଦୀପ ସମୁଦ୍ର ଭିତରେ ଆତଙ୍କୀସ୍ତାନର ନାଗରିକଙ୍କୁ ନେଇ ହଲଚଲ୍। ଜାହାଜରେ ଆସିଥିବା ୨୧ ପାକିସ୍ତାନୀଙ୍କୁ ନେଇ ଆତଙ୍କ। ସମୁଦ୍ର କୂଳରେ ପୋଲିସର କଡ଼ା ପହରା। ସମୁଦ୍ର ଭିତରେ ବି ଘନ ଘନ ପଇଁତରା। ଭାରତ ସହ ତିକ୍ତତା ଭିତରେ ଜାହାଜରେ ଆସିଥିବା ୨୧ ପାକିସ୍ତାନୀ ନାଗରିକଙ୍କର ପ୍ରକୃତ ପରିଚୟ କଣ ? ଜଳପଥ ଦେଇ ପାରାଦୀପ ଉପକୂଳ ଯାଏଁ ଆସି ପହଞ୍ଚିଥିବା ଜାହାଜରେ ଏମାନଙ୍କ ଭୂମିକା କ’ଣ?

Pakistani Crew Sensation: ପାରାଦୀପରେ ୨୧ ପାକିସ୍ତାନୀ ନାଗରିକ, ସମୁଦ୍ର ଭିତରେ ଲଙ୍ଗର ପକାଇଛି ତୈଳବାହୀ ଭେସେଲ୍
Array