39 Rescued From Old Age Home: ମଳ ମୂତ୍ରରେ ଭିଜା ପୋଷାକ ପିନ୍ଧିଥିଲେ, ହାତଗୋଡ଼ ବନ୍ଧା ଅବସ୍ଥାରେ ଜୀବନ କାଟୁଥିଲେ ୩୯ଜଣ...

ସାମ୍ନାକୁ ଆସିଲା ବୃଦ୍ଧାଶ୍ରମର ଅପ୍ରିୟ ସତ । ଅଖିଆ-ଅପିଆ-ଅଲୋଡା ହୋଇ ପଡ଼ି ରହିଥିଲେ ୩୯ ଜଣ ବୃଦ୍ଧବୃଦ୍ଧା । ମଳ ମୂତ୍ରରେ ଭିଜା ପୋଷାକ ପିନ୍ଧି ହାତଗୋଡ଼ ବନ୍ଧା ଅବସ୍ଥାରେ ବନ୍ଦ ଘରେ କାଟୁଥିଲେ ଜୀବନର ବାକି ମୁହୂର୍ତ୍ତ । ରେଡ୍‌ ପରେ ସାମ୍ନାକୁ ଆସିଲା ମୋଟା ଅଙ୍କର ଡୋନେସନ ନେଉଥିବା ଜରାଶ୍ରମର ଭିତିରି କଥା ।

39 Rescued From Old Age Home: ମଳ ମୂତ୍ରରେ ଭିଜା ପୋଷାକ ପିନ୍ଧିଥିଲେ, ହାତଗୋଡ଼ ବନ୍ଧା ଅବସ୍ଥାରେ ଜୀବନ କାଟୁଥିଲେ ୩୯ଜଣ...
Array