3Dରେ ରିଲିଜ ହେବ ‘ହନୁମାନ’

ହାଇଦ୍ରାବାଦ: ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ହନୁମାନ’ ରିଲିଜ ସହ ରଚିଥିଲା ଇତିହାସ। ଏଥିରେ ନୂଆ କଳକାରଙ୍କୁ କାଷ୍ଟ କରାଯାଇଥିଲା। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା ବେଳେ ଏବେ ବଡ଼ ଅପ୍‌ଡେଟ୍‌ ଆସିଛି। ରିପୋର୍ଟ ମୁତାବକ, ତେଜା ସଜ୍ଜାଙ୍କ ‘ହନୁମାନ’କୁ ନିର୍ମାତା ୩ଡି ଭର୍ସନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମଟି ଟଲିଉଡ୍‌ର ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଥିବା ଫିଲ୍ମ ତାଲିକାରେ ୮ […] The post 3Dରେ ରିଲିଜ ହେବ ‘ହନୁମାନ’ appeared first on Dharitri Odia News.

3Dରେ ରିଲିଜ ହେବ ‘ହନୁମାନ’

ହାଇଦ୍ରାବାଦ: ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ହନୁମାନ’ ରିଲିଜ ସହ ରଚିଥିଲା ଇତିହାସ। ଏଥିରେ ନୂଆ କଳକାରଙ୍କୁ କାଷ୍ଟ କରାଯାଇଥିଲା। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା ବେଳେ ଏବେ ବଡ଼ ଅପ୍‌ଡେଟ୍‌ ଆସିଛି।

ରିପୋର୍ଟ ମୁତାବକ, ତେଜା ସଜ୍ଜାଙ୍କ ‘ହନୁମାନ’କୁ ନିର୍ମାତା ୩ଡି ଭର୍ସନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମଟି ଟଲିଉଡ୍‌ର ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଥିବା ଫିଲ୍ମ ତାଲିକାରେ ୮ ନମ୍ବର ସ୍ଥାନରେ ରହିଛି। ତେବେ ୩ଡି ଭର୍ସନ ଲାଗି ଏଯାବତ ଆଧିକାରୀକ ଘୋଷଣା କରାଯାଇ ନ ଥିଲେ ହେଁ ଖୁବ୍‌ଶୀଘ୍ର ଘୋଷଣା କରାଯାଇପାରେ।

The post 3Dରେ ରିଲିଜ ହେବ ‘ହନୁମାନ’ appeared first on Dharitri Odia News.