7 Mistakes after Marriage: ବିବାହ ପରେ ଭୁଲ୍ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍, ଭାଙ୍ଗିଯାଇପାରେ ସମ୍ପର୍କ…
ବିବାହ କେବଳ ଦୁଇଜଣ ବ୍ୟକ୍ତି ନୁହନ୍ତି ବରଂ ଦୁଇ ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ। ବିବାହ ପରେ ଦାୟିତ୍ୱ ବଢ଼ିଯାଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବା ଅତ୍ୟନ୍ତ ଜରୁରୀ। ବୈବାହିକ ଜୀବନ ସମ୍ଭାଳିବାରେ ବେହୁସିଆର ହେଲେ ଛାଡ଼ପତ୍ରରେ କଥା ପହଞ୍ଚି ଯାଇଥାଏ। ଏମିତିରେ ଆମେ କହିବାକୁ ଯାଉଛୁ ବିବାହ ପରେ ପୁରୁଷମାନେ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ। -ବିବାହ ପରେ ନାରୀମାନେ ନିଜର ପତ୍ନୀଙ୍କ ନିକଟରୁ ଅଧିକ ଆଶା କରିବା ଉଚିତ ନୁହେଁ। କାରଣ […] The post 7 Mistakes after Marriage: ବିବାହ ପରେ ଭୁଲ୍ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍, ଭାଙ୍ଗିଯାଇପାରେ ସମ୍ପର୍କ… appeared first on Dharitri Odia News.
ବିବାହ କେବଳ ଦୁଇଜଣ ବ୍ୟକ୍ତି ନୁହନ୍ତି ବରଂ ଦୁଇ ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ। ବିବାହ ପରେ ଦାୟିତ୍ୱ ବଢ଼ିଯାଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବା ଅତ୍ୟନ୍ତ ଜରୁରୀ। ବୈବାହିକ ଜୀବନ ସମ୍ଭାଳିବାରେ ବେହୁସିଆର ହେଲେ ଛାଡ଼ପତ୍ରରେ କଥା ପହଞ୍ଚି ଯାଇଥାଏ। ଏମିତିରେ ଆମେ କହିବାକୁ ଯାଉଛୁ ବିବାହ ପରେ ପୁରୁଷମାନେ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ।
-ବିବାହ ପରେ ନାରୀମାନେ ନିଜର ପତ୍ନୀଙ୍କ ନିକଟରୁ ଅଧିକ ଆଶା କରିବା ଉଚିତ ନୁହେଁ। କାରଣ ସମସ୍ତେ ଭିନ୍ନ। ତାଙ୍କର ନିଜର କିଛି ଆଶା, ସୀମା ରହିଥାଇପାରେ।
-ବିବାହ ପରେ ପୁରୁଷମାନଙ୍କୁ ନିଜ ପତ୍ନୀଙ୍କ ସହ ଖୋଲାଖୋଲି ଭାବେ ଏବଂ ସଚ୍ଚୋଟତାର ସହ ବାର୍ତ୍ତାଳାପ କରିବା ଉଚିତ। ନିଜର ଭାବନା ଏବଂ ବିଚାରକୁ ଅନ୍ୟ ସାମ୍ନାରେ ପ୍ରକାଶ କରିବା ସମ୍ପର୍କକୁ ମଜଭୂତ କରିଥାଏ।

-ବିବାହ ପରେ ପୁରୁଷମାନଙ୍କୁ ନିଜର ବନ୍ଧୁ ଏବଂ ପରିବାର ଲାଗି ସମୟ ବାହାର କରିବା ଉଚିତ। ତାଙ୍କଠାରୁ ଦୂରରେ ରହିବା ଦ୍ୱାରା ସମ୍ପର୍କରେ ଦୂରତା ଆସିଯାଇଥାଏ।

-ବିବାହ ପରେ ପୁରୁଷମାନେ ପତ୍ନୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ। ତାଙ୍କର ସମ୍ମାନ କରନ୍ତୁ। ତାଙ୍କର ଭାବନାକୁ ଅଣଦେଖା କରିବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

-ବିବାହ ପରେ ପୁରୁଷମାନଙ୍କୁ ଘର ଏବଂ ପରିବାରର ଦାୟିତ୍ୱ ତୁଲାଇବା ଉଚିତ। କେବଳ ପତ୍ନୀଙ୍କ ଉପରେ ସମସ୍ତ ଦାୟିତ୍ୱ ପକାଇବା ଉଚିତ ନୁହେଁ।

-ବିବାହ ପରେ ପୁରୁଷମାନଙ୍କୁ ପତ୍ନୀଙ୍କ ସହ ରୋମାନ୍ସ ଏବଂ ପ୍ରେମ ବଜାୟ ରଖିବା ଉଚିତ। ଏହାଦ୍ୱାରା ସମ୍ପର୍କ ମଜଭୂତ ହୋଇଥାଏ।

-ବିବାହ ପରେ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ପୁରୁଷମାନେ ଏହି ପରିବର୍ତ୍ତନ ଲାଗି ପ୍ରସ୍ତୁତ ରୁହନ୍ତୁ। ନୂଆ ପରିସ୍ଥିତି ଅନୁକୂଳରେ କାମ କରନ୍ତୁ।
The post 7 Mistakes after Marriage: ବିବାହ ପରେ ଭୁଲ୍ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍, ଭାଙ୍ଗିଯାଇପାରେ ସମ୍ପର୍କ… appeared first on Dharitri Odia News.