Aadhaar Card: ସରକାରୀ ସୁବିଧା ପାଇଁ ଆଧାର ବାଧ୍ୟତାମୂଳକ
ସରକାରୀ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । କାମ ଦେବନି ଭୋଟର କାର୍ଡ କି ଡିଏଲ୍ କିମ୍ବା ପାସ୍ ବୁକ୍ । ଭୂତ ହିତଧିକାରୀଙ୍କ ଉପରେ କଡ଼ା ପ୍ରହାର । ଜମି କିଣାବିକା ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣ ପତ୍ର, ଇନ୍କମ୍ ସାର୍ଟିଫିକେଟ୍ ଯାଏ ବିନା ଆଧାରରେ କାମ ଆଗେଇବ ନାହିଁ ।