Aamir Khan: ଆଉ ଥରେ ବାହା ହେବେ ମିଷ୍ଟର୍ ପରଫେକ୍ସନିଷ୍ଟ୍ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଅମିର ଖାନ କିଛି ଦିନ ଧରି ତାଙ୍କ ପୁରୁଣା ଗାର୍ଲଫ୍ରେଣ୍ଡଙ୍କୁ ଡେଟ୍ କରୁଛନ୍ତି। ସେ ଏହି ସମ୍ପର୍କକୁ ଦୁନିଆରୁ ଲୁଚାଇ ରଖିଛନ୍ତି। ତେବେ ରିପୋର୍ଟ ଅନୁସାରେ ସେ ଗୌରୀଙ୍କୁ କେବଳ କିଛି ଅତି ନିକଟତମ ଲୋକଙ୍କ ସହିତ ପରିଚିତ କରାଇଥିଲେ।