Aamir Khan: ୧୮ ମାସ ହେଲା ଚାଲିଛି ପ୍ରେମ ଚକ୍କର: ଆମିର୍ କିପରି ଏହାକୁ ଲୁଚାଇଥିଲେ, ଏବେ କହିଲେ

ଜଣେ ସନ୍ତାନର ମାଆଙ୍କ ପ୍ରେମରେ ଉବୁଟୁବୁ ଆମିର୍ ଖାନ୍। ୧୮ ମାସ ହେଲା ଉଭୟଙ୍କ ପ୍ରେମ ଗାଡି ଆଗକୁ ବଢିଛି। ସେ ଏହାକୁ ଲୁଚାଇ ରଖିଥିଲେ ବି ବର୍ତ୍ତମାନ ମିଡିଆ ସାମ୍ନାରେ ପ୍ରକାଶ କରିଛନ୍ତି।

Aamir Khan: ୧୮ ମାସ ହେଲା ଚାଲିଛି ପ୍ରେମ ଚକ୍କର: ଆମିର୍ କିପରି ଏହାକୁ ଲୁଚାଇଥିଲେ, ଏବେ କହିଲେ
Array