ବ୍ୟାସନଗର ପୌର ପରିଷଦରେ ବିଜେଡି ବିରୁଦ୍ଧରେ ଜିତିଲା ବିଜେଡି

ବବି ବନାମ ଡାନି । ବବି ଜିତିଗଲେ ଆଉ ଡାନି ହାରିଗଲେ । ଯାଜପୁର ବ୍ୟାସନଗର ପୌର ପରିଷଦରେ ବିଜେଡି ବିରୁଦ୍ଧରେ ବିଜେଡି ଜିତିଗଲା । ପଦାରେ ପଡିଗଲା ଦଳର ଅର୍ନ୍ତକନ୍ଦଳ ।

ବ୍ୟାସନଗର ପୌର ପରିଷଦରେ ବିଜେଡି ବିରୁଦ୍ଧରେ ଜିତିଲା ବିଜେଡି
Array