Aanubhav - Jagruti Engagement: ଜାଗୃତିଙ୍କ ହାତରେ ଅନୁଭବଙ୍କ ମୁଦି; ଏହି ତାରିଖରେ ପଡ଼ିବ ହାତଗଣ୍ଠି!

ଫଟୋରେ  ଅନୁଭବଙ୍କ ସହ ଜାଗୃତିଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଥିସହ ଅନୁଭବଙ୍କ ପରିବାର ସହ ଜାଗୃତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି।  ଓଡ଼ିଶା ବାହାରେ ଉଭୟଙ୍କ ନିର୍ବନ୍ଧ ସରିଥିବା କୁହାଯାଉଛି । ଉଭୟ ଏକାଠି ଫଟୋ ଉଠାଇଥିବା ବେଳେ କୌଣସି ଏକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଥିବାର ଫଟୋରୁ ଜଣାପଡୁଛି।

Aanubhav - Jagruti Engagement: ଜାଗୃତିଙ୍କ ହାତରେ ଅନୁଭବଙ୍କ ମୁଦି; ଏହି ତାରିଖରେ ପଡ଼ିବ ହାତଗଣ୍ଠି!
Array