Aashram 3 part 2: ‘ଆଶ୍ରମ’ ତୃତୀୟ ସିଜିନର ଦ୍ୱିତୀୟ ଭାଗ ପାଇଁ କିଏ ନେଇଛନ୍ତି କେତେ ଟଙ୍କା
ବବି ଦେଓଲଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ର ତୃତୀୟ ସିଜିନର ଦ୍ୱିତୀୟ ଭାଗ ଆସିଯାଇଛି। ବବି ଦେଓଲ ପୁଣି ଥରେ ବାବା ନିରାଲା ଭାବରେ ଉଭା ହୋଇଛନ୍ତି। ସେ ତାଙ୍କର ନେଗେଟିଭ୍ ଚରିତ୍ର ସହ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତେବେ ଏହି ଶୋ’ ପାଇଁ କଳାକାରମାନେ କେତେ ଫିସ୍ ନେଇଛନ୍ତି ଆସନ୍ତୁ ଜାଣିବା।