Accident: ଆଶ୍ଚର୍ଯ୍ୟ.. ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମିଳିଲା ସୁନା, ରୁପା ସହ ବିଡ଼ା ବିଡ଼ା ନୋଟ୍

ଆହତଙ୍କ ଘର ବାହାର ରାଜ୍ୟରେ ହୋଇଥିବା ବେଳେ କାହିଁକି କାରରେ ଦ୍ରୁତ ଗତିରେ ପଳାଉଥିଲେ ସେନେଇ ସନ୍ଦେହ ବଢିଛି। ଗୋପାଳପୁର ଥାନା ପୋଲିସ ଅଧିକ ଖୋଳତାଡ ଜାରି ରଖିଛି।

Accident:  ଆଶ୍ଚର୍ଯ୍ୟ.. ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମିଳିଲା ସୁନା, ରୁପା ସହ ବିଡ଼ା ବିଡ଼ା ନୋଟ୍
Array