Accident: କାର୍ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ, ପିଟିଦେଲା...
ଦୁଇଟି କାର୍ ମଧ୍ୟରେ ହେଲା ଧକ୍କା । ପଛ କାରରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର । ଆଗ କାରରେ ଥିଲେ ବରିଷ୍ଠ ରାଜନେତା । ପଛ କାର୍ ଧକ୍କା ଦେଲା ଆଗ କାରକୁ । ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।