ICC Champions Trophy 2025: ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମ୍ୟାଚ୍; ଲାଗିଛି ୫ହଜାର କୋଟିର ବେଟ୍ !

ଦୁବାଇରେ ଡେରା ପକାଇଛନ୍ତି ଅନ୍ତର୍ଜାତୀୟ ଗ୍ୟାଙ୍ଗ। ଏମାନଙ୍କ ମଧ୍ୟରୁ ଅଧିକାଂଶ ବୁକି ଅଣ୍ଡରୱାର୍ଲଡ ସହ ଜଡ଼ିତ। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦ୍ବାରା ୫ ଜଣ ବୁକି ଗିରଫ ହେବା ପରେ ସାମନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ। 

ICC Champions Trophy 2025: ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମ୍ୟାଚ୍; ଲାଗିଛି ୫ହଜାର କୋଟିର ବେଟ୍ !
Array