First Year Completion of BJP Govt : ମୋହନ ସରକାରଙ୍କ ବର୍ଷପୂର୍ତ୍ତିକୁ ଅପେକ୍ଷା...କେମିତି ରହିବ ଭବିଷ୍ୟତ ନକ୍ସା ?

ମୋହନଙ୍କ ପାଇଁ ଆଉ ଏକ ବଡ଼ ଆହ୍ୱାନ ଥିଲା ଯେ ପୂର୍ବରୁ ମନ୍ତ୍ରୀ ଭାବେ କାର୍ଯ୍ୟ କରିନଥିବା ଅନେକ ବିଧାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ୍ କରି ସରକାର ଚଳାଇବା । ତାଙ୍କ ମନ୍ତ୍ରୀମଣ୍ଡଳରେ କନକବର୍ଦ୍ଧନ ସିଂହଦେଓଙ୍କ ବ୍ୟତୀତ ପୂର୍ବରୁ ଅନ୍ୟ କାହାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ନଥିଲା ।

First Year Completion of BJP Govt : ମୋହନ ସରକାରଙ୍କ ବର୍ଷପୂର୍ତ୍ତିକୁ ଅପେକ୍ଷା...କେମିତି ରହିବ ଭବିଷ୍ୟତ ନକ୍ସା ?
Array