Accident: ଦୁର୍ଘଟଣାରେ ପୁଅର ମୃତ୍ୟୁ ଖବର ଶୁଣି ହସ୍‌ପିଟାଲ୍ ବେଡ୍‌ରେ ଆଖି ବୁଜିଲେ ବାପା

ଗୋଟିଏ ଦିନରେ ଆଗ ପଛ ହୋଇ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ଗ୍ରାମବାସୀଙ୍କ ଦ୍ବାରା ଅଭିମନ୍ୟୁଙ୍କ ଶବ ସତ୍କାର କରାଯାଇ ପିତା କାର୍ଯ୍ୟ ଚାଲିଥିବା ବେଳେ ଦୁର୍ଘଟଣାରେ ମୃତ ପୁଅର ଶବକୁ ଆଣିବାକୁ ବାହାରିଛନ୍ତି ଗ୍ରାମବାସୀ। ସ୍ୱାମୀ ଓ ପୁଅର ମୃତ୍ୟୁରେ ବୃଦ୍ଧା ସୁଜନଙ୍କ ଦୁନିଆ ଯେମିତି ଅନ୍ଧାର ହୋଇଯାଇଛି। ତାଙ୍କର କୋହଭରା ଚିତ୍କାର ଏବେ ଗାଁ ଦାଣ୍ଡ ଫଟାଇ ଦେଉଛି।

Accident: ଦୁର୍ଘଟଣାରେ ପୁଅର ମୃତ୍ୟୁ ଖବର ଶୁଣି ହସ୍‌ପିଟାଲ୍ ବେଡ୍‌ରେ ଆଖି ବୁଜିଲେ ବାପା
Array