Acid Attack Survivor Sets Example: ଚମକାଇଦେଲା ଏସିଡ ପୀଡିତାଙ୍କ ରେଜଲ୍ଟ,, CBSE ଦ୍ୱାଦଶରେ ୯୫.୬%
CBSE ଦ୍ୱାଦଶ ପରୀକ୍ଷାରେ ୯୫.୬% ହାସଲ କରିଛନ୍ତି ଏସିଡ୍ ପୀଡିତା କାଫି । ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥିଲେ ବି ସେ ଆଦୌ ହାର୍ ମାନିନାହାନ୍ତି । ଅଡିଓ ବୁକ୍ ମାଧ୍ୟମରେ ପାଠପଢି ସେ କୃତକାର୍ଯ୍ୟ ହୋଇପାରିଛନ୍ତି । ପିତାମାତା ଓ ଶିକ୍ଷକଙ୍କୁ ସେ ନିଜ ସଫଳତାର ଶ୍ରେୟ ଦେଇଛନ୍ତି ।