Actor Ajay Nayak's Untimely Demise: ଟେଲରିଂ ବୃତ୍ତିରୁ କଳା କ୍ଷେତ୍ର...ଅଜୟଙ୍କୁ ହରାଇ ଝୁରୁଛି ହାସ୍ୟ ଅଭିନୟ ଜଗତ...

କେତେବେଳ ଚୋର ତ ଆଉ କେତେବେଳେ ପୋଲିସ...କେବେ ବାବା ସାରଥୀଙ୍କ ଭକ୍ତ ତ ଆଉ କେବେ ମହାଭାରତର ସଂଜୟ।.. ତାଙ୍କ ଅଭିନୟର ଚାତୁରି ଯେତିକି ଚମତ୍କାର ଥିଲା, ଡାଇଲଗ୍ ଡେଲିଭରିରେ ବି ଥିଲେ ସେତିକି ମାହିର...।

Actor Ajay Nayak's Untimely Demise: ଟେଲରିଂ ବୃତ୍ତିରୁ କଳା କ୍ଷେତ୍ର...ଅଜୟଙ୍କୁ ହରାଇ ଝୁରୁଛି ହାସ୍ୟ ଅଭିନୟ ଜଗତ...
Array