Adapa Abadha: ଆଜିଠୁ ଆଡ଼ପ ଅବଢା ପାଇବେ ଶ୍ରଦ୍ଧାଳୁ, ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ତାଲିଛି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ । ଏତେ ବଡ଼ ଅଘଟଣ ପରେ ଏବେ ଅଧିକ ସଜାଗ ପୋଲିସ ପ୍ରଶାସନ । ଦୁଇଟି ଧାଡ଼ିରେ ବ୍ୟାରିକେଡରେ ଆସି ଦର୍ଶନ କରୁଛନ୍ତି ଭକ୍ତ । ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା । ସେପଟେ ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ ।

Adapa Abadha: ଆଜିଠୁ ଆଡ଼ପ ଅବଢା ପାଇବେ ଶ୍ରଦ୍ଧାଳୁ, ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
Array