Adapa Mandapa Darsan: ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଶେଷ ଦର୍ଶନ, ସ୍ଥିତି ତଦାରଖ କଲେ ପୋଲିସ ଡିଜି
ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ସନ୍ଧ୍ୟା ଦର୍ଶନ କରୁଛନ୍ତି ଭକ୍ତ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ଆଜି ପୋଲିସ ଡିଜି ୱାଇ ବି ଖୁରାନିଆ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ ନିୟନ୍ତ୍ରଣ ତଦାରଖ କରିଛନ୍ତି ।