ମନ୍ତ୍ରୀଙ୍କୁ ଫେରାଦ ମାମୁନି

ମନ୍ତ୍ରୀଙ୍କୁ_ଫେରାଦ_ମାମୁନି ଯାତ୍ରା ଜଗତରେ ଭୂକଂପ, କେନ୍ଦ୍ରସ୍ଥଳରେ ନାଣ୍ଡୁ ବାବୁ। ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହେବା ପରେ, ଆଜି ସିଧା ଆଇନ ମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ନିଆଁରେ ଘିଅ ଢାଳି ଦିନକ ତଳେ ଆଉ ଜଣେ ଅଭିନେତ୍ରୀ ପୂଜା ବି ନାଣ୍ଡୁ ବାବୁଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଭଳି ସଂଗୀନ ଅଭିଯୋଗ ଆଣିଥିଲେ। ତେବେ ନାଣ୍ଡୁ ବାବୁ ସିଧା କହିଛନ୍ତି, ଯୁଆଡ଼େ ଫେରାଦ ହେଲେ ବି ମୋ ଟଙ୍କା ଫେରାଇବାକୁ ପଡ଼ିବ।

ମନ୍ତ୍ରୀଙ୍କୁ ଫେରାଦ ମାମୁନି
Array