Admission in Higher Education: ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ; କେମିତି କରିବେ ଜାଣନ୍ତୁ...

ଆଜିଠୁ ଯୁକ୍ତ ଦୁଇରେ ନାମଲେଖା ଆବେଦନ ଆରମ୍ଭ ହେବ। ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଚାଲିବ ଅନଲାଇନରେ ଆବେଦନ। ଛାତ୍ରଛାତ୍ରୀମାନେ ସାମ୍ ସ ପୋର୍ଟାଲରେ ଆବେଦନ କରି ପାରିବେ ଓ ନିଜ ମନପସନ୍ଦର କଲେଜକୁ ସିଲେକ୍ଟ କରି ପାରିବେ।

Admission in Higher Education: ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ; କେମିତି କରିବେ ଜାଣନ୍ତୁ...
Array