Agneepath Recruitment Scam Allegations: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ

କେଉଁ କେଉଁ ପିଲା ସିଲେକ୍ଟ ହେଉଛନ୍ତି, ତାହା ଏମାନେ ଆଗରୁ ଜାଣିଯାଉଥିଲେ । ଏହି ପିଲାମାନଙ୍କୁ ସେମାନେ ଫୋନରେ ଯୋଗାଯୋଗ କରୁଥିଲେ । ତୁମେ ଟଙ୍କା ଦେଲେ ତୁମର ଚାକିରି ହୋଇଯିବ ବୋଲି କହୁଥିଲେ । ଚାକିରି ଆଶାୟୀଙ୍କ ଠାରୁ ଏମାନେ ଏହି ଭଳି ଟଙ୍କା ଆଦାୟ କରୁଥିଲେ ।

Agneepath Recruitment Scam Allegations: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫  ନୌସେନା କର୍ମଚାରୀ ଗିରଫ
Array