Panchang Today 16th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ
ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଗୁୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଗୁୁରୁବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି-୮ମୀ(ମଳ) ପ୍ରାତଃ ୦୬.୨୩ ଗତେ ୯ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି
ଶୁଭ ସମୟ:
ପ୍ରାତଃ-୦୫.୧୪ ରୁ ୦୬.୦୬
ଦିବା- ୦୯.୩୩ ରୁ ୧୧.୧୭
ସନ୍ଧ୍ୟା-୦୬.୫୬ ରୁ ୦୯.୦୮
ରାତ୍ରି-୦୧.୦୫ ରୁ ୦୨.୧୭
ରାତ୍ରି-୦୩.୪୫ ରୁ ୦୫.୧୩
ଅଧିକ ପଢ଼ନ୍ତୁ: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା
ଅଶୁଭ ସମୟ:
ରାହୁକାଳ- ଦିବା ୦୧.୨୦ ରୁ ୦୨.୫୭
କାଳବେଳା- ଦିବା ୦୨.୫୭ ରୁ ୦୪.୩୪
ବାରବେଳା- ଦିବା ୦୪.୩୪ ରୁ ୦୬.୧୨
କାଳରାତ୍ରି- ରାତ୍ରି ୧୧.୪୨ ରୁ ୦୧.୦