ଝିଅ କରିଦେଲା କି ବାପାଙ୍କୁ ମାଲେମାଲ୍ ?
ଝିଅ କରିଦେଲା କି ବାପାଙ୍କୁ ମାଲେମାଲ୍ ? ତେଜରାତି ଦୋକାନୀରୁ ସିଧା ବନିଗଲେ ଚାରି ଚାରିଟା ହୋଟେଲ୍ ମାଲିକ । ଝିଅ ବୁଲୁଥିଲା ଫରେନ୍ ରେ ବାପା ରହୁଥିଲେ ପୁରୀରେ । ୟୁଟ୍ୟୁବ୍ ଓ ତେଜରାତି ଦୋକାନରୁ ଏମିତି କେତେ ଟଙ୍କା ପାଉଥିଲେ ଯେ ରାତିରାତି ଛୋଟ ସାମ୍ରାଜ୍ୟ ତିଆରି ହୋଇଗଲା । ଯାହାକୁ ନେଇ ଏବେ ଅସୁମାହିତ ପ୍ରଶ୍ନ ଛିଡ଼ା ହେଲାଣି ।