ମନ୍ତ୍ରୀଙ୍କ ବଡ଼ ଘୋଷଣା: ମୋ ବସ୍ ଡ୍ରାଇଭରଙ୍କ ଆଖି ଲାଗିଗଲେ , ବାଜିବ
ଭୁବନେଶ୍ୱର,୮।୨: ମୋ ବସର ନାଁ ପରିବର୍ତ୍ତନ ହୋଇ ଆମ ବସ ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ‘ମୋ ବସ’ ଏକ ଅହଂକାର ଶବ୍ଦ ହେବ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ ହେବ। ଏହା ସହ ସେ କହିଛନ୍ତି, ଦୁର୍ଘଟଣା ରୋକିବାକୁ ବସ୍ ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍ରେ […] The post ମନ୍ତ୍ରୀଙ୍କ ବଡ଼ ଘୋଷଣା: ମୋ ବସ୍ ଡ୍ରାଇଭରଙ୍କ ଆଖି ଲାଗିଗଲେ , ବାଜିବ appeared first on Dharitri Odia News.
ଭୁବନେଶ୍ୱର,୮।୨: ମୋ ବସର ନାଁ ପରିବର୍ତ୍ତନ ହୋଇ ଆମ ବସ ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ‘ମୋ ବସ’ ଏକ ଅହଂକାର ଶବ୍ଦ ହେବ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ ହେବ।
ଏହା ସହ ସେ କହିଛନ୍ତି, ଦୁର୍ଘଟଣା ରୋକିବାକୁ ବସ୍ ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍ରେ ଆଡସ ମଧ୍ୟ ଲାଗିବ। ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ ବାଜିବ।
ନିକଟରେ ମୋ ବସ୍ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିଲା। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଥିଲା। ମୃତ ନାବାଳିକାଙ୍କ ବୟସ ୧୩ ବର୍ଷର।
The post ମନ୍ତ୍ରୀଙ୍କ ବଡ଼ ଘୋଷଣା: ମୋ ବସ୍ ଡ୍ରାଇଭରଙ୍କ ଆଖି ଲାଗିଗଲେ , ବାଜିବ appeared first on Dharitri Odia News.