କାହିଁକି ହେଲା ସରୋଜିନୀଙ୍କ ମୃତ୍ୟୁ?
ଭୁବନେଶ୍ୱର,୯।୩: ରାଜଧାନୀରେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତେଣେ ମୃତକଙ୍କ ପରିବାରଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । The post କାହିଁକି ହେଲା ସରୋଜିନୀଙ୍କ ମୃତ୍ୟୁ? appeared first on Dharitri Odia News.
ଭୁବନେଶ୍ୱର,୯।୩: ରାଜଧାନୀରେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତେଣେ ମୃତକଙ୍କ ପରିବାରଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।
The post କାହିଁକି ହେଲା ସରୋଜିନୀଙ୍କ ମୃତ୍ୟୁ? appeared first on Dharitri Odia News.