Underground Metro Rail: ସରକାର ବଦଳାଇଲେ ମେଟ୍ରୋ ପ୍ଲାନ, ଏମିତି କହିଲେ ପୂର୍ତ୍ତମନ୍ତ୍ରୀ...
ବଦଳିଲା ମେଟ୍ରୋ ପ୍ରକଳ୍ପ ନିଷ୍ପତ୍ତି । ଏଲିଭେଟେଡ୍ ନୁହେଁ, ମାଟି ତଳେ ଗଡ଼ିବ ମେଟ୍ରୋ । ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନେଇ ନୂଆ ଆଲାଇନମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ। ଏନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।