Ahmedabad Plane Crash: ଗୁଜରାଟ ପ୍ଲେନ କ୍ରାସ୍, ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଅହମ୍ମଦବାଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା କୁହାଯାଉଛି । ରୂପାନୀ ନିଜ ଝିଅକୁ ଦେଖା କରିବାକୁ ଲଣ୍ଡନ ଯାଉଥିଲେ । ତାଙ୍କର ଅବସ୍ଥା ନେଇ କିଛି ସ୍ପଷ୍ଟ ହୋଇନି ।

Ahmedabad Plane Crash: ଗୁଜରାଟ ପ୍ଲେନ କ୍ରାସ୍, ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
Array