Ahmedabad Plane Crash: ଶୋଇ ପାରୁନାହାନ୍ତି, କାହା ସହ କଥା ହେଉନାହାନ୍ତି

ସଂପର୍କୀୟ ଭାଇ କହିଛନ୍ତି ବିଶ୍ବାସ କାହା ସହ କଥା ହେଉ ନାହାନ୍ତି । ରାତିରେ ଠିକରେ ଶୋଇ ପାରୁନାହାନ୍ତି । ବିଦେଶରେ ରହୁଥିବା ସଂପର୍କୀୟ ମାନେ ଫୋନ କରୁଛନ୍ତି ବିଶ୍ବାସଙ୍କ କଥା ପଚାରିବା ପାଇଁ । କିନ୍ତୁ ବିଶ୍ବାସ କାହା ସହ କଥା ହେଉନାହାନ୍ତି ।

Ahmedabad Plane Crash:  ଶୋଇ ପାରୁନାହାନ୍ତି, କାହା ସହ କଥା ହେଉନାହାନ୍ତି
Array