Aiden Markram Century:ମାରକ୍ରମଙ୍କ ଫାଇଟବ୍ୟାକ, ୨୪ ବର୍ଷ ତଳର ସ୍ମୃତି ତାଜା କଲେ

ଏଭଳି ଏକ ଚମତ୍କାରୀ ଇନିଂସ ୨୦୦୧ରେ ଦେଖିବାକୁ ମିଳିଥିବା ବେଳେ ସମାନ କାରନାମା ୨୪ ବର୍ଷ ପରେ ଆଉଥରେ ଦେଖିବାକୁ ମିଳିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉଭୟ ଥର ଅଷ୍ଟ୍ରେଲଆ ପରାଜିତ ହୋଇଛି।

Aiden Markram Century:ମାରକ୍ରମଙ୍କ ଫାଇଟବ୍ୟାକ, ୨୪ ବର୍ଷ ତଳର ସ୍ମୃତି ତାଜା କଲେ
Array